ଇପିଏଫଓ ଆଣିଛି ନୂଆ ଯୋଜନା ସହିତ ମୌଳିକ ସୁବିଧା

 #News #EPFO : New Dellhi, 16/02/2026

° ଇପିଏଫଓ ଆଣିଛି ଶ୍ରମିକ ମାନଙ୍କ ପାଇଁ ବଢିଆ ସାନଦାର ଅଫର 

°ଶ୍ରମ ମନ୍ତ୍ରାଳୟ, ଭାରତ ସରକାର ଙ୍କ ଦ୍ୱାରା ଘୋଷଣା କରା ଯାଇଅଛି 

°ଏବେ ଇପିଏଫଓ ଆଣିଛି ନୂଆ ସୁବିଧା ତାହା ବିଷୟରେ ଆମେ ଆପଣଙ୍କୁ କହିବୁ ଯଦି ଆପଣଙ୍କର ପିଏଫ କାଟୁଚି  ମିଳୁଥିବାସାଲାରୀ ସ୍ଲିପ ରେ ତାହେଲେ ଏହି ସୁବିଧା ଆପଣଙ୍କୁ ମିଳିବ ଇଏଲଡିଆଇ ର ଅନ୍ତର୍ଭୂକ୍ତ ଆପଣେ ହୋଇ ପାରିବେ, କେହି ଯଦି ଜଣେ ମରିଯାଏ ତାହେଲେ ତାଙ୍କୁ ପୁରା ପୁରି ସାତଲକ୍ଷ ପର୍ଯ୍ୟନ୍ତ ମିଳିବ ପଇସା ଆପଣେ କାମ କରୁଥିବା କମ୍ପାନୀ ରେ ଯିଏ ଏହାର ନୋମିନି ଥିବେ ଆଉ ଏହାକୁ ଦେବାକୁ ବାଧ୍ୟ ଆପଣେ ଆପଣଙ୍କ କମ୍ପାନୀ ରେ ଆବେଦନ କରି ପାଇବେ.

°ଏହାକୁ apply କରିବାକୁ ଏକ ଟଙ୍କା ଟିଏ ବି ଦେବାକୁ ପଡି ନ ଥାଏ, ଏହାକୁ ପଇସା କମ୍ପାନୀ ଆପଣଙ୍କ ପାଇଁ କିଛି କିଛି କାଟି ରଖି ଥାଏ ଆଉ କିଛି ଅଘଟଣ ତଥା କେହି ମରିଗଲେ ଏହାକୁ ପାଇବା ପାଇଁ ସେମାନେ ଯୋଗ୍ୟ ବିବେଚିତ ହୁଅନ୍ତି.


ଏହି ସୂଚନା ବିଭିନ୍ନ ବିଶ୍ୱସନୀୟ ସୂତ୍ରରୁ ସଂଗ୍ରହିତ। କୌଣସି ଭୁଲ ଥାଇଥିଲେ ଦୟାକରି ସମ୍ବନ୍ଧିତ ଅଧିକୃତ ୱେବସାଇଟ୍‌ରେ ଯାଞ୍ଚ କରନ୍ତୁ। ଏହା କେବଳ ସୂଚନାମୂଳକ ପୋଷ୍ଟ୍‌।

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update