ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

#News#youtubermurdercase#Bhubabaneswar 01/03/2026 ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଘଟଣା ସ୍କୁଲ ପଡିଆରେ ଘଟିଥିବା ବେଳେ, ମୃତକଙ୍କ ଛାତିରେ ଛୁରୀ ଭୁଷି ହତ୍ୟା କରାଯାଇଥିଲା। ମୃତକ ରାହୁଲ ମହାରଣା ଜଗନ୍ନାଥନଗରର ଏକ ପ୍ରସିଦ୍ଧ ଯୁଟ୍ୟୁବର କଣ୍ଟେଣ୍ଟ ତିଆରି କରୁଥିଲେ କିଛି ଜଣ ଦୁର୍ବୁତ୍ତ ତାଙ୍କୁ ସଂଘବଧ ଭାବେ ହତ୍ୟା କରିଛନ୍ତି | ଘଟଣା ସମ୍ପର୍କରେ ଜାଣିବାକୁ ପାଇ ପହଂଚିଥିଲେ ମଞ୍ଚେଶ୍ୱର ଥାନା ରପୋଲିସ ଏବଂ ରସୁଲଗଡ ଜିଜିପି କଲୋନି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଦାବୀ କରିଛନ୍ତି ଯେ ହତ୍ୟାର ପଛରେ ଯାହା କାରଣ ରହିଛି, ସେଇ ମାମଲାରେ ଶୀଘ୍ର ଚିହ୍ନଟ କରାଯିବ। Disclaimer : ଏହି ସୂଚନା କେବଳ ଜଣେଇବା ପାଇଁ। ସଠିକତା ପାଇଁ ଦାୟିତ୍ୱ ଆମର ନାହିଁ।”

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update