ଆସନ୍ତାକାଲି ବିଧାନସଭା ଅଧିବେଶନ -2026 ✍️odia sarakari update

# News # Headlines #odisha 

Date-15/02/2026 - Bhubaneswar

- ଆସନ୍ତାକାଲି ବିଧାନସଭା ଅଧିବେଶନ ଏବଂ ଏହାକୁ କିପରି ସୁରୁଖୁରୁରେ ହେବ ଉପସ୍ଥାପନା ସେ ଉପରେ ସାହାଯ୍ୟ ଲୋଡିଛନ୍ତି ବିରୋଧୀଦଳ ସାହାଯ୍ୟ 

-ଆଜି ଏକ ସର୍ବ ଦଳୀୟ ବୈଠକ ବସିଛି ଯେଉଁଥିରେ ଶାସକ ଦଳର ବାଚସ୍ପତି ଙ୍କ ଅଧକ୍ଷତା ରେ ବସିଛି ବୈଠକ 

- ଆଉ ସେପଟେ ବି ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେଡି ଏବଂ କଂଗ୍ରେସ କିପରି ସରକାର କୁ ଘେରିବେ ବିଭିନ୍ନ ପ୍ରଶ୍ନ ନେଇ ତା ଉପରେ ହୋଇଛି ଆଲୋଚନା

- ବଡ ବଡ ପ୍ରସଙ୍ଗ ବି ଅଛି ହୁଏତ ସେ ସବୁ ବିରୋଧୀ ସ୍ୱର ଉଠେଇ ପାରନ୍ତି ତା ଉପରେ ବି ଶାସକ ଦଳର ନଜର 

- ତେଣୁ ଏ ସବୁକୁ ଆଖି ଆଗରେ ରଖି ଶାସକ ଦଳର ରଣଭୂମି ପ୍ରସ୍ତୁତ 




“ଏହି ଖବର ବିଭିନ୍ନ ସରକାରୀ ଓ ବିଶ୍ୱସନୀୟ ସୂତ୍ରରୁ ସଂଗ୍ରହ କରାଯାଇଛି। କୌଣସି ଭୁଲ ଥାଇଥିଲେ ଦୟାକରି ଅଧିକୃତ ସରକାରୀ ୱେବସାଇଟ୍‌କୁ ଯାଇ ସତ୍ୟାପନ କରନ୍ତୁ। ଏହି ବ୍ଲଗ୍ କେବଳ ସୂଚନାମୂଳକ ଉଦ୍ଦେଶ୍ୟ ପାଇଁ।”

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update