ମାର୍ଚ୍ଚ 8 ରେ ସୁଭଦ୍ରା ଟଙ୍କା ମିଳିବ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ସୂଚନା
# News #Subhadra #odisha
16/02/2026- Bhubaneswar
• ମାର୍ଚ୍ଚ 8 ରେ ମିଳିବ ସୁଭଦ୍ରା ଟଙ୍କା ଯାହା ଆଜି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଗଲା.
•ସେଦିନ ମହିଳା ଦିବସ ପଡିଥିବାରୁ ମହିଳାଙ୍କୁ ସମ୍ମାନ ଜଣେଇ ତାଙ୍କୁ ଏହି ଭେଟି ଗତ ବର୍ଷ ବି ଠିକ ଏହି ସମୟରେ ମିଳିଥିଲା ସୁଭଦ୍ରା କିସ୍ତି.
•ଏକ କୋଟିରୁ ଉର୍ଦ୍ଧ ମିଳିବ ଏହି ରାଶି ପ୍ରାୟ ପାଞ୍ଚହଜାର କୋଟି ଟଙ୍କା ସେଦିନ ବଣ୍ଟାଯିବ.
•ଆଜି କାକଟପୁର ରେ ଉପ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଏକ ସଭାରେ.
• ଏ ହେଉଛି ଚତୁର୍ଥ କିସ୍ତି ଟଙ୍କା ମା ମାନଙ୍କ ଖାତାକୁ ଯିବ ସିଧା ସଳଖ ଟଙ୍କା ଏଥିରେ ମା ମାନେ ଉପକୃତ ହେବେ.
ଅସ୍ୱୀକୃତି (Disclaimer):
ଏହି ସମ୍ବାଦ କେବଳ ସୂଚନାମୂଳକ ଉଦ୍ଦେଶ୍ୟରେ ପ୍ରକାଶିତ ହୋଇଛି। ଆମେ କୌଣସି ସରକାରୀ କର୍ତ୍ତୃପକ୍ଷ ସହିତ ସଂପୃକ୍ତ ନୁହେଁ। ପାଠକମାନେ ସମସ୍ତ ବିବରଣୀକୁ ଅଧିକୃତ ସ୍ରୋତରୁ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି।
Comments
Post a Comment