ରାଜ୍ୟରେ ଖାଲି ପଡିଛି 94000 ପଦ ପଦବୀ, ଓଡିଶା ✍️Odia Sarakari Upadate

#News#Odisha#Job Vacancy 24/02/2026 ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଖାଲି ପଡିଛି ସର୍ବାଧିକ20,298 ଖାଲି ପଦବୀ. ସେହିପରି ଗୃହବିଭାଗ ରେ 16032 ଖାଲି ପଡିଛି ସେପଟେ ସ୍ୱାସ୍ଥ୍ୟ ବିଭାଗରେ ଖାଲି10457 ଖାଲି ପଡିଛି ଫେବୃଆରୀ12 ତାରିଖ ସୁଦ୍ଧା. ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତର ରେ ଉଲେଖ ରହିଛି ମନ୍ତ୍ରୀ ଚଦ୍ରମଣୀ କଂଅଁର ଙ୍କ ପ୍ରଶ୍ନ ରେ ଉତ୍ତର ଦେଇ ଖୋଲାସା କରିଛନ୍ତି. ତେବେ ଏହା ଭିତରେ ପ୍ରଶ୍ନ ଆସୁଛି କେବେ ଏହା ପଦ ପଦବୀ ପୂରଣ ହେବ! ଖାଲି ପଦବୀ କୁ ନେଇ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେଉଛନ୍ତି.2025/2026 ଭିତରେ ଆଉ35000 ପଦବୀପୂରଣ କରାଯିବ ଏହା ଲକ୍ଷ କରା ଯାଇଛି.କାହିଁକି ନା ଏହି ନିର୍ବାଚନ ପ୍ରତିଶୃତି ଥିଲା. ଅସ୍ୱୀକାରୋକ୍ତି: ଏହି ସମ୍ବାଦ କେବଳ ସୂଚନା ଓ ସଚେତନତା ପାଇଁ ପ୍ରକାଶିତ। ତଥ୍ୟ ସ୍ଥାନୀୟ ସୂତ୍ର ଉପରେ ଆଧାରିତ। କାହାକୁ ମନହାନି କରିବାର ଉଦ୍ଦେଶ୍ୟ ନାହିଁ।

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update