Bill Gates ଭାରତର AI Impact ସୁମିତ ରେ ଯୋଗଦେଇ ପାରନ୍ତି ଯାହା ସୂଚନା ମିଳୁଛି ✍️Odia Sarakari Update

# News #Bill gates #AI

17/02/2026

Bill Gates, ଯିଏ ଗେଟସ ଫାଉଣ୍ଡେସନ ର ଅଧ୍ୟକ୍ଷ, ସେ ଭାରତର AI Impact Summit ରେ ଯୋଗଦେବାକୁ ଯାଉଛନ୍ତି। ସଂସ୍ଥା ପକ୍ଷରୁ ଜଣାଯାଇଛି ଯେ, ସେ ନିର୍ଦ୍ଧାରିତ ସମୟାନୁସାରେ ତାଙ୍କର  ପ୍ରଦାନ କରିବେ।

ଏହି ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତ୍ତା (AI) ର ପ୍ରଭାବ ଉପରେ ହେବ ଆଲୋଚନା ଆଉ , ନବୀନ ପ୍ରଯୁକ୍ତି ଓ ଭବିଷ୍ୟତ ଉନ୍ନତି ସମ୍ପର୍କିତ ଆଲୋଚନା ହେବ। ବିଭିନ୍ନ କ୍ଷେତ୍ରର କର୍ମୀ ମାନେ ଏଥିରେ ଯୋଗଦେଇପାରନ୍ତି।

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update