ଚନ୍ଦ୍ରଶେଖରପୁର ରେ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ ✍️odia sarakari upadate
#News #Thepts# Bhubaneswar 17/02/2026
•ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ ଯାହା ସିସିଟିଭି ରେ କଇଦି ହେଇଚି.
• ସୂଚନା ମୁତାବକ ଆଜି ସକାଳେ ଚନ୍ଦ୍ରଶେଖର ପୁର ର ଜଣେ ମହିଳା ସେ ଜଣେ କନିଷ୍ଠ ପୋଲିସ ଅଫିସର ଙ୍କ ମା' ସେ ଆଜି ସକାଳେ ଚାଲି ଚାଲି ଯାଉଥିବା ସମୟ ରେ ଦୁଇ ଜଣ ଦୁର୍ବୁତ୍ତ ଆସି ସ୍କୁଟି ଯୋଗେ ବେକରୁ ସୁନା ଚେନ ଝାମ୍ପି ନେଇ ଯାଇଛନ୍ତି.
•ଏଇ ଘଟଣାରେ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏହାକୁ ନେଇ ପୋଲିସ ସିସିଟିଭି ଆଧାର ରେ ତନା ଘନା କରୁଛି ଆଉ ଖୁବ ଶୀଘ୍ର ଏହାର ସମାଧାନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା.
•ମର୍ନିଙ୍ଗ ୱାର୍କ ହେଲା କାଳ ଏହାକୁ ନେଇ ମହିଳା ଜଣକ ଉଦବେଗ ପ୍ରକାଶ କରିଛନ୍ତି.
“ଏହି ଖବର କେବଳ ସୂଚନା ଉଦ୍ଦେଶ୍ୟରେ ପ୍ରକାଶିତ। ସଠିକ୍ ତଥ୍ୟ ପାଇଁ ସରକାରୀ ଉତ୍ସକୁ ଯାଞ୍ଚ କରନ୍ତୁ।”
Comments
Post a Comment