କଟକରେ ଲଜ୍ୟା ଛାତ୍ରୀଙ୍କୁ କୁ ଦୁଷ୍କର୍ମ ଉଦ୍ୟମ ଡ୍ରାଇଭର ଗିରଫ Odia Sarakari Upadate
#News # Cuttack # Odisha
26/02/2026
କଟକ ରେ ଲଜ୍ୟା ଏକ ଘରୋଇ ବିଦ୍ୟାଳୟ ର ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ନେଇ ଘଟିଛି ଏହି ଘଟଣା ଯାହା କିଛି ଦିନ ପୂର୍ବେ କେନ୍ଦ୍ରାପଡ଼ା ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଲଜ୍ୟା ଯାହା କଟକ ରୁ ଆସିଛି କ୍ୟାଣ୍ଟନ ମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି ଆଉ ଡ୍ରାଇଭର ମଧ୍ୟ ଗିରଫ ହୋଇଛି.
2 ନାବାଳିକା ଛାତ୍ରୀ ଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି ତାହା ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲ ରେ ଏହା ଏକ ବଡ ଲଜ୍ୟା ଜଣକ ଘଟଣା.
ସମ୍ପୃକ୍ତ ଡ୍ରାଇଭର କୁ ଗିରଫ କରିଛି ପୋଲିସ ବସ୍ ଭିତରେ ଦୁଷ୍କର୍ମ କରିଥିଲା ଡ୍ରାଇଭର.
କାଣ୍ଟେନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି ପରେ କୋର୍ଟ ଚାଲାଣ କରାଯାଇଛି.
ଡ୍ରାଇଭର ଜଣକ ତାଙ୍କୁ ଧମକ ଦେଉଥିଲେ କି କିଛି କହିଲେ ମାରିଦେବାକୁ ଧମକ ମଧ୍ୟ ଦେଉଥିବା ଯାହା ଅଭିଯୋଗ ହୋଇଛି ଛାତ୍ରୀ ଜଣକ କହିବା କଥା.
ଦୀର୍ଘ ଦିନ ଧରି ଡ୍ରାଇଭର ଏମିତି କରିଆସୁଥିଲେ ଯାହା ମୁଁହ ଖୋଲିକି କହିଛନ୍ତି ଉଭୟ ଛାତ୍ରୀ.
ପୋଲିସ ଦଫା ବି ଲଗେଇଛି ଯେହେତୁ ଉଭୟ ନାବାଳିକା ତେଣୁ ଏହା ଏକ ସମ୍ବେଦନଶୀଳ ଘଟଣା ଆଗକୁ ଏହି ସମ୍ପୃକ୍ତ ଡ୍ରାଇଭର କୁ କି ଦଣ୍ଡ ମିଳୁଛି ତାହା ଦେଖିବାକୁ ବାକି ରହିଲା.
ଅସ୍ୱୀକାରୋକ୍ତି:
ଏହି ପୋଷ୍ଟ କେବଳ ସୂଚନା ପାଇଁ। କାହାକୁ ଅପମାନ କରିବା ଉଦ୍ଦେଶ୍ୟ ନୁହେଁ।
Comments
Post a Comment