ଆଜି ଉପସ୍ଥାପନା ହେଲା ବଜେଟ - ଓଡିଶା ସରକାର ଙ୍କ ଆର୍ଥିକ ବର୍ଷର ✍️Odia Sarakari Upadate
#News # Bhubaneswar # Bujjet-2026
Date-20/02/2026
-ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ରେ ଆଜି ଉପସ୍ଥାପନା ହୋଇଛି ବଜେଟ ବିଧାନସଭା ରେ ଆଗତ ହେଲା ସମସ୍ତେ ଭତ୍ତା ପାଇବେ ଯେଉଁ ମାନେ ଆବେଦନ କରିଥିଲେ ଏବଂ ତା ସହ ନୂତନ ପଞ୍ଜିକରଣ କଲେ.
-ପେନସନ ଯୋଜନାରେ ବି ସମସ୍ତେ ସାମିଲ ହୋଇ ପାରିବେ.
- ବାଦ ପଡ଼ିଥିବା 6 ଲକ୍ଷ ରୁ ଅଧିକ ଉପକୃତ ହେବେ.
- ପୂର୍ବରୁ ଥିବା ସରକାର ଏଥିରେ ଗୁରୁତ ଦେଇନାହାନ୍ତି -ମୁଖ୍ୟମନ୍ତ୍ରୀ ମୋହନ ମାଝୀ
-ଭୁବନେଶ୍ୱର ରେ ହେବ ଅତିଥି ଙ୍କ ରହଣି ପାଇଁ ନୂତନ ଗୃହ ପ୍ରତିଷ୍ଠା ନାଁ ତାହାର ରହିବ ଜନ ଆଶ୍ରୟ ଭବନ.
-ଆଜିର ବଜେଟ ରେ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଆଜିର ବଜେଟ ଆଖି ଦୃଶିଆ ବଜେଟ ନାହିଁ.
"ଏହି ଖବରଟି ସାଧାରଣ ସୂଚନା ଆଧାରରେ ପ୍ରସ୍ତୁତ। ସତ୍ୟାପନ ପାଇଁ ଦୟାକରି ସମ୍ବନ୍ଧିତ ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।"
Comments
Post a Comment