ଇନପୁଟ ସବସିଡି କଳି ଆଜି ବିଧାନସଭା ରେ ହୋ ହାଲା ✍️Odia Sarakari Upadate

# News # Breaking #Bhubaneswar

-ଇନପୁଟ୍‌ ସହାୟତା ନେଇ ମନ୍ତ୍ରୀଙ୍କ ଉତ୍ତର ପରେ ‘ଇନପୁଟ୍‌ ସବସିଡି’ କଳି ଲାଗି ରହିଛି ବିଧାନସଭା ରେ ଏହାକୁ ଉଭୟ ବିଜେପି ଏବଂ ବିଜେଡି ଲାଗିଥିଲା ଅସନ୍ତୋଷ ଏବଂ ବିଧାନସଭା କିଛି 11:30 ପର୍ଯ୍ୟନ୍ତ ମୂଳତବି ଥିଲା.

-ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ସେ ଏହି ସବସିଡ଼ି ଠିକ ସେ ମିଳୁନି ଚାଷୀଙ୍କୁ ଏହି ଦାବି ବହୁତ ଦିନ ହେବ ସ୍ୱର ଉଠୁଛି ହେଲେ ଏହା ଉପରେ ସରକାର ଙ୍କ ନିଦ ଭାଙ୍ଗୁନି.

-୮୦୦ ବଦଳରେ କାହିଁକି ୭୩୧ ଟଙ୍କା ଦେଉଛନ୍ତି ସରକାର ପଚାରିଲେ

-ଘୋଷଣା କରିଥିଲେ ୮୦୦, କାହିଁକି ଦେଉଛନ୍ତି ୭୩୧ ଟଙ୍କା.

-କାହିଁକି ଚାଷୀଙ୍କୁ ୬୯ ଟଙ୍କା ବଞ୍ଚିତ କରାଯାଉଛି ପଚାରିଲେ ଶ୍ରୀ ପ୍ରସନ ଆଚାର୍ଯ୍ୟ.

-ପ୍ରସନ୍ନ ଆଚାର୍ଯ୍ୟଙ୍କ ଆରୋପର ଜବାବ ରଖିଲେ ବିଜେପିର ଅଶ୍ୱିନୀ ଷଡ଼ଙ୍ଗୀ ଏବଂତାଙ୍କ କହିବା କଥା ଏହା ଚାଷୀଙ୍କୁ ତାଙ୍କ ପ୍ରାପ୍ତ୍ୟ ମିଳୁଛି.

-ଯିଏ ୧୦୦ ଟଙ୍କା ଘୋଷଣା କରି ଦେଇନଥିଲେ, କେଉଁ ମୁହଁରେ ୮୦୦ କହୁଛନ୍ତି ଏହା ପାଲଟା ଜବାବ ଖୋଦ ଅଶ୍ୱିନୀ ଷଢଙ୍ଗୀ.

-ଆମେ ନିର୍ବାଚନ ବେଳେ ୩୧୦୦ ଟଙ୍କା ଦେବୁ ବୋଲି କହିଥିଲୁ, ଆଉ ଦେଉଛୁ ଏହି ପରି ଯୁକ୍ତି ବାଢି ଛନ୍ତି.

#Bjp #Bjd #InputSubsidy 


(ଏହି ସମ୍ବାଦଟି ସାଧାରଣ ତଥ୍ୟ ଆଧାରିତ। ଅଧିକୃତ ସୂଚନା ପାଇଁ ସମ୍ବନ୍ଧିତ ସରକାରୀ ୱେବସାଇଟ୍/କାର୍ଯ୍ୟାଳୟ ସହ ସମ୍ପର୍କ କରନ୍ତୁ।)

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update