ରାଜ୍ୟ ରାଜନୀତିରେ ବିଜେପି ଏଠି ମାନସ ମନ୍ଥନ କରୁଛି, ଓଡିଶା ସରକାର ✍️Odia Sarakari Upadate

#News#BJP# Rajyasabha Election #Bhubaneswar 23/02/2026 ମାର୍ଚ୍ଚ 16 ରେ ରାଜ୍ୟସଭା ରହିଥିବାରୁ ବିଜେପି ତରଫରୁ ନିର୍ବାଚନ ମାନସ ମନ୍ଥନ. ଆଗକୁ 6 ମନ୍ତ୍ରୀ ମଣ୍ଡଳସମ୍ପସାରଣ କରାଯିବ ଏଥିପ୍ରତି ଏକ ବୈଠକ ବସିଛି ବିଜେପି ପାର୍ଟି ଅଫିସ ରେ ଓ ସବୁ ବଡ ବଡ ନେତା ମନ୍ତ୍ରୀ ତଥା MP ମଧ୍ୟ ଉପସ୍ଥିତ ଅଛନ୍ତି ଆଉ ଏହାକୁ କିପରି Management କରାଯିବ ସେଥିପ୍ରତି ଦଳର ମଜଭୁତ ହୋଇ କିପରି ଏହା ସବୁ ବିଜେପି ରାଜ୍ୟସଭା କୁ ଯିବ ଏକ ପ୍ରକାର ସୁନିଶ୍ଚିତ କରିବାକୁ ଯୋଜନା ଚାଲିଛି. ଆଗକୁ ପୌରାଦ୍ଧକନିର୍ବାଚନ ତା ସହ ପଂଚାୟତ ନିର୍ବାଚନ ଆଗକୁ ପଡୁଥିବାରୁ ଏଥିପ୍ରତି ବୈଠକ ବସିଛି ବିଜେପି କହିଛି କି ଆଗକୁ ନିର୍ବାଚନ ରେ ସେ ଭଲ ଫଳାଫଳ କରିବ ବୋଲି ଆଶା ପ୍ରକଟ କରୁଛି. ଆଗକୁ ଆସିବାର ଅଛି ଅମିତ ଶାହ ଆଉ ବଡ ବୈଠକ ଏହାକୁ ନେଇ ବସିଛି. ରାଜ୍ୟସଭାପତି ଶ୍ରୀ ମନ ମୋହନ ସାମଲ ଏଥିରେ ଉପସ୍ଥିତ ଥିଲେ ଆଉ ମୁଖ୍ୟମନ୍ତ୍ରୀ ସହ ଅନେକ କର୍ମୀ ବୈଠକ ରେ ବିଭିନ୍ନ ବିଷୟରେ ଆଲୋଚନା ସହ ଆଗକୁ ନିର୍ବାଚନ ଥିବାରୁ ଅନେକ ଆଲୋଚନା ମଧ୍ୟ ହୋଇଛି. Disclaimer (ଅସ୍ୱୀକୃତି): ଏହି ଖବର କେବଳ ସୂଚନା ପାଇଁ ପ୍ରକାଶ କରାଯାଇଛି। ତଥ୍ୟଗୁଡ଼ିକ ସ୍ଥାନୀୟ ସୂତ୍ର ଉପରେ ଆଧାରିତ। କୌଣସି ବ୍ୟକ୍ତି କିମ୍ବା ସଂସ୍ଥାଙ୍କୁ ଅପମାନ କରିବାର ଉଦ୍ଦେଶ୍ୟ ନାହିଁ। ପାଠକମାନେ ନିଜେ ସତ୍ୟାପନ କରନ୍ତୁ।

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update