ସୁପରମାର୍କେଟ ରେ ନିଆଁ ଲାଗି ସବୁ ସର୍ବସାନ୍ତ Odia Sarakari Upadate

#News #Bhubaneswar # fire Supermarket 24/02/2026 ଭୁବନେଶ୍ୱର ସୁପର ମାର୍କେଟ ରେ ନିଆଁ ଲାଗି ସବୁ ଜଳି ପୋଡି ପାଉଁଶ ହୋଇଯାଇଛି, ଯାହା କୋଟି କୋଟିଟଙ୍କା ର କ୍ଷେତି ହୋଇଛି. ଆଜି ସକାଳ ଦଶଟା ବେଳକୁ ନିଆଁ ଲାଗିଯାଇଥିଲା ଓ ଏହାର କାରଣ ଖୋଜି ସହଜରେ ପାଇ ପାରିନଥିଲେ ଅଗ୍ନିଶମ ବାହିନୀ ନିଆଁକୁ ଯେତେ ଆୟତ କଲେ ମଧ୍ୟ ସହଜରେ ନିଆଁ ଲିଭି ନଥିଲା କାରଣ ସବୁ ଆଡେ ନିଆଁ ଖେଳି ଯାଇଥିଲା ସହଜରେ ଆୟତ୍ତ କରିପାରିନଥିଲା ଅଗ୍ନିଶମ କର୍ମଚାରୀ. ବିଦ୍ୟୁତ ତାର ଲାଗି କୋଉଠି ନା କୋଉଠି ନିଆଁ ଲାଗିଲା ଆଉ ତାହା ପରବର୍ତୀ ସମୟରେ ଜାଣିବାକୁ ପାଇଲେ ଅଗ୍ନିଶମ ବାହିନି ସେହିପରି ଭାବେ ପାଣି ଯେତେ ବି ସ୍ପ୍ରେ କଲେ ବି ନିଆଁ ଲିଭିନଥିଲା ସର୍ଟ ସର୍କିଟ ଯୋଗୁଁ ଚାର୍ଜ ମଧ୍ୟ ହୋଇଯାଇଥିଲା ଭିତରେ ପାଣି ଢ଼ାଳିବା କୁ ମଧ୍ୟ ବିପଦ ଥିଲା, ସେ ଯାହା ବି ହେଉ ପରବର୍ତୀ ସମୟ ରେ କାନ୍ଥ କୁ ଭାଙ୍ଗି ନିଆଁ କୁ ଆୟତ କିଛି କରି ପାରିଲେ ହେଲେ ସେତେବେଳେ କୁ ସବୁ ଜଳି ପୋଡି ପାଉଁଶ 6 କୋଟି ଟଙ୍କାର କ୍ଷେତ୍ତି ଆନୁମାନିକ କରା ଯାଉଅଛି. ସୁପର ମାର୍କେଟ ର ମାଲିକ କହିବା କଥା ମୁଁ କାହାର କିଛି କ୍ଷେତ୍ତି କରିନି ହେଲେ ମୋର ଏମିତି ସବୁ କାହିଁକି ହେଲା ଏବେ ପ୍ରଶ୍ନ ଉଠୁଛି ଯୋଉ କ୍ଷେତ୍ତି ହେଲା ତାହା ଆଉ ମିଳିବ! ନା ସରକାର ଙ୍କ ତରଫରୁ କିଛି ସହାୟତା ମିଳିବ ଏହା ସାଧାରଣ ରେ ଦାବି ଉଠୁଛି.

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update