ରାଜ୍ୟରେ କାଳ ବୈଶାଖୀ ପାଞ୍ଚ ଜିଲ୍ଲାକୁ ଏଲୋ ୱାର୍ନିଙ୍ଗ Odia Sarakari Upadate
#News#Bhubaneswar #Rain alert #odisha
25/02/2026
ବିଜୁଳି ଘଡଘଡି ଓ ବର୍ଷା ସାଙ୍ଗକୁ ହାଇ ଅଲର୍ଟ ଜାରି କଲା ପାଣିପାଗ ବିଭାଗ.
ପଶ୍ଚିମା ଝଡ ପ୍ରଭାବ ଯୋଗୁ ବର୍ଷା ହେବାର ସମ୍ଭାବନା,ଉପକୂଳଅଂଚଳ ରେ ବର୍ଷା ଆଶଙ୍କା.
ଗତକାଲି ଭିଜିଲା ଅଧା ଓଡିଶା ପ୍ରବଳ ବର୍ଷା ଯାହା ଚଳିତ ବର୍ଷର ପ୍ରଥମ ବର୍ଷା.
ସକ୍ରିୟ ଲାଗୁଚାପ ଯୋଗୁ ଦକ୍ଷିଣ ପୂର୍ଵ ବାଙ୍ଗପସାଗର ରେ ଘୁର୍ଣ୍ଣିବଳୟ
ବର୍ଷା.
ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ସାଙ୍ଗକୁ ବର୍ଷା ସମ୍ଭାବନା.
ବିଜୁଳି ଓ ଘଡଘଡି ସାଙ୍ଗକୁ ପାଞ୍ଚ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି.
ଗତକାଲି ଭୁବନେଶ୍ୱର ରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ର ବେଗ ଯୋଗୁ ଗଛ ବୃକ୍ଷ ବି କିଛି ଭାଙ୍ଗି ଯାଇଥିଲା.
ଚବିଶ ଘଣ୍ଟାକୁ ହାଇଆଲଟ କରିଛି ରାଜ୍ୟସରକାର.
ଅସ୍ୱୀକାରୋକ୍ତି:
ଏହି ଲେଖା କେବଳ ସୂଚନା ପାଇଁ ପ୍ରକାଶିତ। ତଥ୍ୟ ବିଭିନ୍ନ ସ୍ରୋତ ଉପରେ ଆଧାରିତ ଓ କାହାକୁ ଅପମାନ କରିବା ଉଦ୍ଦେଶ୍ୟ ନୁହେଁ।
Comments
Post a Comment