ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ, ନୂଆଦିଲ୍ଲୀ Odia Sarakari Upadate

#News#NewDelhi#Rajyasabha election#odisha 26/02/2026 ବାଜିଲା ନିର୍ବାଚନ ବିଗୁଲ ରାଜ୍ୟସଭାନିର୍ବାଚନ ଆଗକୁ ବହୁତ ଜଲଦି ହେବ, ଆଜିଠୁ ମାର୍ଚ୍ଚ 05 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପକ୍ରିୟା ସେଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି. ମାର୍ଚ୍ଚ 6 ରେ ଯାଞ୍ଚ ଓ ପାର୍ଥୀପତ୍ର ପ୍ରତ୍ୟାହାର ମାର୍ଚ୍ଚ 08 ଶେଷ ତାରିଖ. ମାର୍ଚ୍ଚ 16 ରେ ପଡିବ ଭୋଟ ବିଧାନସଭା ଅଧିବେଶନ ମଙ୍ଗଳବାର ଶେଷହେଇଥିବାବେଳେ ଓଡିଶା ରେ ଏବେ ସମସ୍ତଙ୍କର ନଜର ରାଜ୍ୟସଭା ଭୋଟ ଉପରେ ରାଜ୍ୟସଭା ସମ୍ଭାବ୍ୟ ପାର୍ଥି ଉପରେ. ସଂଖ୍ୟା ଥାଉ କି ନ ଥାଉ ସିଟ ସଂଖ୍ୟା ମାତ୍ର 4 ଥିବାରୁ ସବୁ ଦଳର ନଜର ସିଟ ଉପରେ କାହାକୁ କେତେ ମିଳିବ ହେଲେ ବିଜେପି ଶାସନ ଅଧୀନରେ ଥିବା ଯୋଗୁ ସେମାନେ ଦାବି କରୁଛନ୍ତି କି ଆମେ 4 ଟା ସିଟ ନେବୁ ବୋଲି ହେଲେ ସେପଟେ ଉଭୟ ବିଜେଡି ଏବଂ କଂଗ୍ରେସ ଜାହିର କରିଛନ୍ତି କି ସେମାନେ ଏହା ଭିତରୁ ଗୋଟେ ଲେଖାଏଁ ନେବେ ବୋଲି ହେଲେ ବହୁମତ ଅଧିକ ବିଜେପି ହାତରେ ଥିବାରୁ ସଂଖ୍ୟାଗରିଷ୍ଠତା ବିଜେପି ହାତକୁ ଅତିକମରେ 3 ଟି ସିଟ ଯାଇ ପରେ ଆଉ ଅନ୍ୟଟି ବିଜେଡି 1 ହାତକୁ ଯିବ ବିଜେଡି ଦାବି କରୁଛି. ଅନ୍ୟପଟେ କଂଗ୍ରେସ ଦଳର ସଭାପତି ଯାଇ ଦିଲ୍ଲୀ ରେ ଲବି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି. ତେବେ ପାର୍ଥିକୁ ନେଇ ସ୍ପଷ୍ଟ କରୁନାହାନ୍ତି କୌଣସି ଦଳ କିଏ କିଏ ଯିବେ ବୋଲି ସେପଟେ 3 ଦଳକୁ ଘାରିଛି ବିଭାଜନ ଭୟ. ଅସ୍ୱୀକାରୋକ୍ତି (Disclaimer): ଏହି ସମ୍ବାଦ/ଲେଖା କେବଳ ସାଧାରଣ ସୂଚନା ପାଇଁ ପ୍ରକାଶିତ। ଏଥିରେ ଦିଆଯାଇଥିବା ତଥ୍ୟ ପାଇଁ ଆମେ ସମ୍ପୂର୍ଣ୍ଣ ଦାୟୀ ନୁହେଁ। ପାଠକମାନେ ନିଜେ ଯାଞ୍ଚ କରନ୍ତୁ।

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update