ଦିଲ୍ଲୀ ରୁ ରାଞ୍ଚି ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ✍️ Odia Sarakari Upadate

#News #Delhi#Airambulance#Accidents 23/02/2026 ଦିଲ୍ଲୀ ରୁ ରାଞ୍ଚି ଆସୁଥିବା ବେଳେ ହୋଇଥିଲା ଧକା ତାହା ଭିତରେ ୭ ଜଣ ଥିଲେ ଆଉ ଏୟାର ଆମ୍ବୁଲାନ୍ସ ଟି ସେହି ସମୟର କଣ କ୍ଷେତି ଗ୍ରସ୍ତ ହୋଇଛି ତାହା ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ. ଉଡାଣର କିଛି ସମୟପରେ ହୋଇଥିଲା ଦୁର୍ଘଟଣା. ଝାରଘଣ୍ଡ ର ଚତରା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା ର ଶିକାର ହୋଇଛି,ଉଡାଣ ଭରଣ ସଙ୍ଗେ ସଙ୍ଗେ ଦୁର୍ଘଟଣା ହେଲା. କୋଉଠି ନା କୋଉଠି ସେଥିରେ ରୋଗୀ ଭିତରେରହି ଥିବେ ଆଉ ସେମାନଙ୍କର କଣ କ୍ଷେତି ହୋଇଥିବ ତାହା ସ୍ପଷ୍ଟୀକରଣ ହୋଇନି. ଅସ୍ୱୀକାରୋକ୍ତି: ଏହି ସମ୍ବାଦ କେବଳ ସୂଚନା ପାଇଁ ପ୍ରକାଶିତ। ତଥ୍ୟ ପ୍ରାରମ୍ଭିକ ସୂତ୍ର ଉପରେ ଆଧାରିତ ଓ ପାଠକମାନେ ନିଜେ ଯାଞ୍ଚ କରନ୍ତୁ।

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update