ମ୍ୟାଟ୍ରିକ ପରୀକ୍ଷା ଆଜିଠୁ ଓଡ଼ିଶାରେ ✍️Odia Sarakari Upaldate
#News#10th Board Exam#Odisha
19/02/2026
- ଆଜିଠୁ ଓଡ଼ିଶାରେ ମ୍ୟାଟ୍ରିକ ପରୀକ୍ଷା ସକାଳ 9' ଟାରୁ ପରୀକ୍ଷା ଆରମ୍ଭ ହେବ ଏବଂ ସକାଳ 08 ଟା ରେ ବିଦ୍ୟାଳୟ ର ଗେଟ ଖୋଲା ଯିବ, ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ପ୍ରବେଶ କରିବେ.
- ସ୍ଵଚ୍ଚ ଏବଂ ନିର୍ମଳ ପରିବେଶ ଭିତରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ଏହା ଭିତରେ ବ୍ୟାପକ ସୁରକ୍ଷା ଵେବସ୍ତା କରାଯାଇଛି ବୋର୍ଡ ତରଫରୁ ଏବଂ କପି କୁ କିପରି ରୋକା ଯାଇ ପାରିବ ତାହା ଉପରେ ମଧ୍ୟ AI କ୍ୟାମେରା ର ଵେବସ୍ତା ହୋଇଛି.
-ପରୀକ୍ଷା କେନ୍ଦ୍ରରେ ଶିକ୍ଷକ ମାନେ ମୋବାଇଲ ବେବହାର କରି ପାରିବେ ନାହିଁ, କପି ରୋକିବା ପାଇଁ ତ୍ରିସ୍ତରୀୟ ଵେବସ୍ତା ମଧ୍ୟ କରା ଯାଇଅଛି.
-ପ୍ରଶ୍ନ ପତ୍ରରେ କ୍ଯୁଆର କୋଡ ଏବଂ ୱାଟର ମାର୍କ ର ଵେବସ୍ତା ମଧ୍ୟ କରା ଯାଇ ଅଛି, ପ୍ରତିଦିନ ପରୀକ୍ଷା ଶେଷରେ ବୋର୍ଡ଼ କୁ ରିପୋର୍ଟ ଦେବେ.
-ପରୀକ୍ଷା ଦେବେ 5 ଲକ୍ଷ
-ପରୀକ୍ଷା ଦେବେ 5 ଲକ୍ଷ 61 ହଜାର
-
Comments
Post a Comment