ରାଜ୍ୟପାଳଙ୍କ ଦ୍ୱାରା ମିଛ କୁହାଇଲେ ରାଜ୍ୟ ସରକାର ✍️Odia Sarakari Update

# News# Breaking # Odisha 

Bhubaneswar, Odisha -17/02/2026

• ରାଜ୍ୟପାଳଙ୍କ ଦ୍ୱାରା ମିଛ କୁହାଇଲେ ରାଜ୍ୟସରକାର  ଚାଷୀ ସମସ୍ୟାର ଏକ ବଡ଼ ଗତି ଦେଇ ଗଲା ବେଳେ ଠିକ ଏହି ସମୟ ରେ ଖୁବ ହାଲକା ଭାବେକହିଛନ୍ତି ରାଜ୍ୟପାଳ ଚାଷୀଙ୍କୁ ସବୁ ସୁବିଧା ସହ ଧାନ 3100 ରେ ବିକୁଛନ୍ତି ଆଉ ବୋନସ,ହେଲେ ଏହାକୁ ଖଣ୍ଡନ କରିଛନ୍ତି ଖୋଦ ବିରୋଧୀ ଦଳର ନେତ୍ରୀ ଶ୍ରୀମତୀ ପ୍ରମିଳା ମଳିକ ସେ କହିଛନ୍ତି ଯେ ଚାଷୀ ର ଉପ୍ତାଦନ ବଢୁନି କି ଚାଷୀଙ୍କୁ ତାଙ୍କର ଧାନ ଟୋକେନ ବି ଭଲରେ ମିଳୁନି 

•ସହ ସହ ମଣ୍ଡିରେ ଚାଷୀ ଧାନ ରଖି ବସିଛନ୍ତି ଧାନ ବିକ୍ରି ହେଇପାରୁନି.

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update