ଆତ୍ମନିର୍ଭର ଭାରତ ପାଇଁ ଲେବର୍ କୋର୍ଡ ✍️Odia Sarakari Update
#News #Labour Code-17/02/2026
1-ପ୍ରତିଦିନ କାମ ସମୟ 8 ରୁ 12 ଘଣ୍ଟା ମଧ୍ୟରେ ସୀମିତ ରହିବ ଏବଂ ସାପ୍ତାହିକ କାମ ସମୟ 48 ଘଣ୍ଟା ନିର୍ଦ୍ଧାରିତଏହା ଶ୍ରମ ମନ୍ତ୍ରୀ ଦ୍ୱାର ଘୋଷଣା କରା ଯାଇଅଛି |
2- 12 ଘଣ୍ଟା କାମ ଦିନ ରଖିଲେ ସପ୍ତାହରେ ଅଧିକତମ 4 ଦିନ କାମ କରି ହେବ, ଅବଶିଷ୍ଟ 3 ଦିନ ଦେୟ ସହିତ ଛୁଟି ମିଳିବ।
3- 12 ଘଣ୍ଟା ସମୟର କାମ କଲେ ବିରତି/ଇଣ୍ଟରଭାଲ ତା ସହ ସମ୍ମିଳିତ ରହିବ।
4-ନିର୍ଦ୍ଧାରିତ ଦୈନିକ ସମୟରୁ ଅଧିକ କାମ କଲେ ଦୁଇଗୁଣା ଦରରେ ଓଭରଟାଇମ୍ ଦେୟ ଦିଆଯିବ।
(ଏହି ସୂଚନା କେବଳ ଜଣସାଧାରଣଙ୍କ ଜାଣିବା ପାଇଁ ପ୍ରକାଶିତ- ସଠିକ୍ ତଥ୍ୟ ପାଇଁ ସମ୍ବନ୍ଧିତ ଅଧିକୃତ ସ୍ରୋତକୁ ଯାଞ୍ଚ କରନ୍ତୁ)
Comments
Post a Comment