ରାଜକନିକା ରେ ସପ୍ତମ ଶ୍ରେଣୀ ଛାତ୍ରୀ ଙ୍କୁ ଦୁଷ୍କର୍ମ, କେନ୍ଦ୍ରାପଡ଼ା ରିପୋର୍ଟର -odia sarakari update

# News # କେନ୍ଦ୍ରାପଡ଼ା #crime #ରାଜକନିକାରେ_ସପ୍ତମ_ଶ୍ରେଣୀ_ଛାତ୍ରୀଙ୍କୁ_ଦୁଷ୍କର୍ମ! ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପୀଡିତା ଙ୍କ ପରିବାର ତରଫରୁ ଆସିଛି ଅଭିଯୋଗ. କେନ୍ଦ୍ରାପଡ଼ା ରାଜକନିକା ଥାନା ଅଞ୍ଚଳର ଥିବା ଏକ ଘରୋଇ ଇଂଲିସ୍ ମିଡିୟମ ସ୍କୁଲର ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ମାଆ କେନ୍ଦ୍ରାପଡ଼ା ଜିଲା CWCଙ୍କ ନିକଟରେ ଲିଖିତ ଭାବେ ଅବଗତ କରିଛନ୍ତି। ଘଟଣାକୁ ଗୁରୁତର ସହ ନେଇ ସମ୍ପୃକ୍ତ ସ୍କୁଲ ପରିସରକୁ ଯାଇ ତଦନ୍ତ ଆରମ୍ଭ କରିଛି CWC । ଘଟଣା ସ୍ଥଳରେ ପହଂଚି ପୋଲିସ ତଦନ୍ତ କରୁଛି ଏବଂ ଦୋଷୀ ku ଖୁବ ଶୀଘ୍ର ଧରାଯିବ ବୋଲି ସୂଚନା. ଏହାକୁ ତୀବ୍ର ନିନ୍ଦା କରିଛି ଅଭିଭାବକ ସଂଘ ଏବଂ ସାବରସାଧାରଣ ଲୋକେ.

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update