ଇନ୍ଦିରା ଆବାସ ଯୋଜନା ଓଡ଼ିଶାରେ: କେଉଁମାନେ ପାଇବେ ଘର? କେମିତି କରିବେ ଆବେଦନ ? Odia Sarakari Update
# indiraawas Yojana # PMAY-G # odisha # india
28/02/2026
ଇନ୍ଦିରା ଆବାସ ଯୋଜନା କଣ?
Indira Awaas Yojana (IAY) ହେଉଛି ଗ୍ରାମୀଣ ଗରିବ ପରିବାରମାନଙ୍କୁ ପକ୍କା ଘର ଦେବା ପାଇଁ କେନ୍ଦ୍ର ସରକାରଙ୍କ ପୁରୁଣା ଯୋଜନା।
ଏହି ଯୋଜନାକୁ ବର୍ତ୍ତମାନ Pradhan Mantri Awas Yojana Gramin (PMAY-G) ଭାବେ ନାମ ପରିବର୍ତ୍ତନ କରାଯାଇଛି।
ଓଡ଼ିଶାରେ ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ଲୋକଙ୍କୁ ଆର୍ଥିକ ସହାୟତା ଦେଇ ଘର ନିର୍ମାଣ କରାଯାଏ।
ଏଥିରେ କେତେ ଟଙ୍କା ମିଳେ?
ଗ୍ରାମୀଣ ଅଞ୍ଚଳରେ ପ୍ରାୟ ₹1.20 ଲକ୍ଷ ପର୍ଯ୍ୟନ୍ତ ସହାୟତା
ସହରାଞ୍ଚଳରେ ₹1.30 ଲକ୍ଷ ପର୍ଯ୍ୟନ୍ତ
(ସରକାରୀ ନିୟମ ଅନୁସାରେ ପରିବର୍ତ୍ତନ ହୋଇପାରେ)
କେଉଁମାନେ ଯୋଗ୍ୟହୋଇଥାନ୍ତି ?
BPL ପରିବାର ବା ରାସନ କାର୍ଡ ଧାରୀ.
ଯାହାଙ୍କ ପାଖରେ ପକ୍କା ଘର ନାହିଁ ସୀମା ରେଖା ତଳେ ବସ ବାସ କରନ୍ତି.
SECC data ରେ ନାମ ଥିବା ପରିବାର
SC/ST / ଅନ୍ୟ ଦୁର୍ବଳ ବର୍ଗ ଏବଂ ବିଧବା ନାରୀ
ଆବଶ୍ୟକ କାଗଜପତ୍ର
Aadhaar Card
Ration Card
Bank Account
Job Card (ଯଦି ଥାଏ)
ଆବେଦନ କେମିତି କରିବେ ଆଉ କେଉଁଠି?
ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଆନ୍ତୁ
ନାମ ତାଲିକାରେ ଅଛି କି ନାହିଁ ଯାଞ୍ଚ କରନ୍ତୁ
ଦରକାରୀ ଡକ୍ୟୁମେଣ୍ଟ ଦିଅନ୍ତୁ
ଅନୁମୋଦନ ହେଲେ ଟଙ୍କା କିଷ୍ତିରେ ବ୍ୟାଙ୍କ ଖାତାକୁ ସିଧାସଳଖ ଆସିବQ1. ଇନ୍ଦିରା ଆବାସ ଯୋଜନା ଏବେ ଚାଲୁ ଅଛି କି?
Ans: ବର୍ତ୍ତମାନ ଏହା PMAY-G ନାମରେ ଚାଲୁ ଅଛି।
Q2. ନାମ ନଥିଲେ କଣ କରିବି?
Ans: ଗ୍ରାମ ପଞ୍ଚାୟତରେ ସମ୍ପର୍କ କରନ୍ତୁ।
Q3. କେତେ ଦିନରେ ଘର ମିଳେ?
Ans: ଅନୁମୋଦନ ପରେ କିଷ୍ତି ଆଧାରରେ ଟଙ୍କା ମିଳେ।
ତାଲିକାରେ ନାମ କେମିତି ଦେଖିବେ?
Official PMAY-G portal ରେ ଯାଇ beneficiary list ଚେକ୍ କରିପାରିବେ।
Official Website:
👉 https://pmayg.nic.in
Disclaimer
ଏହି ସମ୍ବାଦ କେବଳ ସାଧାରଣ ସୂଚନା ପାଇଁ। ସଠିକ୍ ତଥ୍ୟ ପାଇଁ official website ବା ସ୍ଥାନୀୟ ପଞ୍ଚାୟତରେ ଯାଞ୍ଚ କରନ୍ତୁ।
Comments
Post a Comment