ପାକିସ୍ତାନ ପୁଣି ଡାକରା ଦେଲା ଯୁଦ୍ଧ ପାଇଁ ପ୍ରସ୍ତୁତି OdiaSarakariUpdate

#News#pakistan#aphganistan 27/02/2026 ଅଫଗାନିସ୍ତାନ ବିରୋଧ ରେ ଡାକରା ଦେଲା ପାକିସ୍ତାନ ଯୁଦ୍ଧ ପାଇଁ କାହିଁକି ନା ଏହା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା | ଅସନ୍ତୋଷ ର ଦୃଶ୍ୟ ସୀମା ମଧ୍ୟରେ ବାତାବରଣ ସୃଷ୍ଟି କରିଥିଲା | ଯୁଦ୍ଧ ଘୋଷଣା କଲା ପାକ ବୈଦେଶିକ ମନ୍ତ୍ରୀ,ଘନ ଘନ ହେଉଛି ବୋମା ମାଡ ଆଫଗାନିସ୍ତାନ ଉପରେ ଆଫଗାନିସ୍ତାନ ବି ଏହି ଯୁଦ୍ଧ କୁ ସମର୍ଥନ ବି କରୁଛି | 55 ଜଣ ସାମରିକ ସରକାରୀ ଭାବରେ ନିୟଜିତ କରା ଯାଇଥିବା ସୈନିକ ନିହତ ସୂଚନା ରୁ ଯାହା ହସ୍ତକ୍ଷେପ ହୋଉଛି| ଅନେକ ଆଫଗାନିସ୍ତାନ ସୈନିକ ଯାହା ଧରାପଡ଼ିଥିବା ଜଣା ପଡୁଛି | ତାଲିବାନ ଅନେକ ପାକିସ୍ତାନ ସୈନିକ କୁ ମଧ୍ୟ ଧରିଥିବା ସୂଚନା ଆସୁଛି | ଆଫଗାନିସ୍ତାନ ସେନା 19 ଟି ଚେକୋଷ୍ଠା ଜବତ କରିଛି | ଆଫଗାନିସ୍ତାନ ରେ 6 ଜଣ ଆହତ ହୋଇଥିବା ସୂଚନା ଥାଉ କି ଯାହା ଗୋଇନ୍ଦା ବିଭାଗ ରୁ ସୂଚନା | ଏୟାର ଷ୍ଟ୍ରାରଇକି ପରେ ପାକିସ୍ତାନ ର ଘନ ଘନ ବୋମା ମାଡ | ଅସ୍ୱୀକାରୋକ୍ତି: ଏହି ସୂଚନା କେବଳ ସାଧାରଣ ଉଦ୍ଦେଶ୍ୟ ପାଇଁ। ତ୍ରୁଟି ପାଇଁ ଆମେ ଦାୟୀ ନୁହେଁ।

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update