ଅଛି ଯଦି ଦୀର୍ଘଦିନର ଇ-ଚାଲାଣ ବକେୟା? OTS ଯୋଜନାରେ ରିହାତିରେ ପୈଠ କରନ୍ତୁ Repoter : Odia Sarakari Upadate
#News#OTS E chalan# Bhubaneswar
27/02/2026
1-ଦୀର୍ଘଦିନ ଧରି ଆପଣଙ୍କ ଗାଡ଼ିର ଇ-ଚାଲାଣ ବକେୟା ରହିଛି କି? ଏବେ ଚିନ୍ତା କରିବାକୁ ପଡିବ ନାହିଁ। ସରକାରଙ୍କ ଦ୍ୱାରା ଚାଲୁ ଥିବା OTS (One Time Settlement) ଯୋଜନା ମାଧ୍ୟମରେ ଆପଣ ରିହାତିରେ ଆପଣଙ୍କ ବକେୟା ଇ-ଚାଲାଣ ପୈଠ କରିପାରିବେ।
2-ଏହି ଯୋଜନା ମାଧ୍ୟମରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଲାଣ ପୈଠ କଲେ ଜରିମାନାରେ ରିହାତି ମିଳିପାରେ। ଯୋଜନାର ଅବଧି ସମାପ୍ତ ହେଲେ ପୁନର୍ବାର ଏହି ସୁବିଧା ମିଳିବ ନାହିଁ।
3-ଅନଲାଇନ୍ରେ ପୈଠ କରିବା ପାଇଁ:
ଇ-ଚାଲାଣ ପୈଠ ପାଇଁ ସରକାରୀ ପୋର୍ଟାଲ୍କୁ ଯାଆନ୍ତୁ —
👉 Parivahan Seva
🔗 https://echallan.parivahan.gov.in
ସମୟ ସରିବା ପୂର୍ବରୁ ଅବଶ୍ୟ ପୈଠ କରି ଆପଣଙ୍କ ଯାନ ଦଲିଲ ସଠିକ୍ ରଖନ୍ତୁ ଓ ଅନାବଶ୍ୟକ ଅସୁବିଧାରୁ ରକ୍ଷା ପାଆନ୍ତୁ।
Reporter :Odia Sarakari Update
Disclaimer: ଏହି ସୂଚନାଟି ସାଧାରଣ ଜାଣକାରୀ ପାଇଁ ପ୍ରକାଶିତ। ଯୋଜନା ସମ୍ବନ୍ଧୀୟ ସଠିକ୍ ତଥ୍ୟ ପାଇଁ ସରକାରୀ ୱେବସାଇଟ୍କୁ ଯାଞ୍ଚ କରନ୍ତୁ।
Comments
Post a Comment