ଖଲ୍ଲିକୋଟ ରେ ପ୍ରାତଃ ସମୟ ରେ ଛାତ୍ର ମୃତ Reporter by - Odia Sarakari Update

Odisha-Ganjam : 15/02/2026

-ଗଞ୍ଜାମ ଜିଲ୍ଲାରେ ବଡ ଅଘଟଣ ଯାହା ଆଜି ଭୋର ରୁ ଘଟି ଯାଇଛି 

-ଛାତ୍ରଟି ପ୍ରାତଃ ସମୟରେ ସକାଳ ବୁଲାରେ ବାହାରି ଯାଇଥିଲା ହେଲେ ସେ ଜାଣି ନ ଥିଲା ଆଜି ତାହାର ଶେଷ ଦିନ ଯେମିତି ଯମ ତାକୁ ଅନେଇକି ବସିଛି 

-ଆଉ ସକାଳ ବୁଲାବୁଲି ସମୟରେ ଗାଡି ଦୁର୍ଘଟଣା ରେ ମୃତ ହୋଇଛି 

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update