ଲିଙ୍ଗରାଜ ମନ୍ଦିର ପରିସରରେ ଭକ୍ତଙ୍କ ଧାଡି ଦର୍ଶନ ରେ ବିଶୃଙ୍ଖଳା Reporter by ✍️ odia sarakari update
Bhubaneswar : Date -15/02/2025
> ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିସରରେ ଭକ୍ତ ଙ୍କ ଧାଡି ଦର୍ଶନ ରେ ବିଶୃଙ୍ଖଳା ସୃଷ୍ଟି ହେଉଛି
> ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ସତେ ବି ଭିଡ କୁ ନିୟନ୍ତ୍ରଣ କରିହେଉନି
> ଆଜି ସକାଳୁ ସକାଳୁ ଭିଡ ଲାଗିରହିଛି ହେଲେ ମନ୍ଦିର ପରିସର ଭିତରେ ବହୁତ ଭକ୍ତ ଅଶୁଵିଧା ରେ ସମ୍ମୁଖୀନ ହେଉଛନ୍ତି
> ଲମ୍ବା ଲାଇନ ସତ୍ୱେ ଭିତରେ ଥିବା କିଛି ମୁଷ୍ଟିମେୟ ଲୋକ ବେଢାରେ ଅଶାନ୍ତ ସୃଷ୍ଟି କରୁଛନ୍ତି ଏବଂ ଧାଡି ମଝିରେ ପଶି ବେଘ୍ୟାତ କରୁଛନ୍ତି ତା' ତ ସହ ଯିଏ ମଝିରେ ରହିଲା ସେ ଭିତରେ ଧାଡି ଘୁଂଚି ଘୁଂଚି ଗଲା ଏମିତି ବିଶୃଙ୍ଖଳା ହେଉଛି ପୋଲିସ ଙ୍କୁ ବି ଡର ନାହିଁ ତାଙ୍କର
- କିଛି ଭକ୍ତ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ ଆଉ କିଛି ଅଶାନ୍ତି ହୋଇ ଘରକୁ ଫେରୁଛନ୍ତି
> ଏମିତି ଭିତରେ ପ୍ରଭୁ ଲିଙ୍ଗରାଜ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି
> ରାତିରେ ସମୟ ନିର୍ଘଣ୍ଟ କରା ଯାଇଅଛି ମହାଦୀପ ଉଠିବା ସମୟ ଏହି ଦୀପ ଉଠିଲେ ଭକ୍ତ ଙ୍କ ମନ ସ୍କାମନା ପୂର୍ଣ୍ଣ ହୋଇ ଥାଏ
Comments
Post a Comment