ରାଜ୍ୟସଭାରେ ରାଜନଗର କଥା ଉଠିଲା ଆଉ ଏବେ ତୁଟିଲା ଆସିବେ ପିଲା ପଢିବାକୁ Reporter by - odiasarakariupdate✍️
କେନ୍ଦ୍ରାପଡ଼ା : ତାରିଖ -14/02/2026
-ରାଜ୍ୟସଭାରେ ରାଜନଗର କଥା ପ୍ରକାଶ ପରେ ଚେତା ପଶିଲା ପ୍ରଶାସନ କୁ ଆଉ ଅଙ୍ଗନବାଡି କୁ ପିଲାମାନେ ଆସିବେ
-ସୋମବାର ଠାରୁ ଆସି ପୂର୍ବଭଳି ପଢିବେ ପାଠ ପିଲାମାନେ
-ଲାଗିରହିଥିବା ବିବାଦ ଅଙ୍ଗନବାଡି ର ଜାତିଭେଦ କୁ ନେଇ ତାହା ଆଜି ସମାଧାନ ହେଲା ଆଉ ଅନୁମତି ମିଳିଲା
-ମହିଳା କମିଶନର ଏବଂ ଜିଲ୍ଲା ପ୍ରଶାସନ ଏବଂ ତହସିଲଦାର ଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଗଲା
- ଗ୍ରାମରେ ସମସ୍ତ କର୍ମୀଙ୍କ ସହ ଆଲୋଚନା ହେଲା ଆଉ ଏହିପରି ଯେମିତି କିଛି ଜାତିଭେଦ କୁ ନେଇ ପ୍ରଶ୍ନ ନ ଆସେ ସେଥିପାଇଁ ସଚେତନ ମଧ୍ୟ କରାଗଲା
-
Comments
Post a Comment