୨୦୨୬ ମାର୍ଚ୍ଚ ୧୭ ରେ ବ୍ୟାଙ୍କ ବନ୍ଦ ରହିବ — ରିଜର୍ଭ ବ୍ୟାଙ୍କ ଓ ରାଜ୍ୟ ଛୁଟିଦିନ ତାଲିକା Odia Sarakari Update
#News#Holidays#Bank#India#other state
01/03/2026
ଭାରତର Reserve Bank of India (RBI) ପକ୍ଷରୁ ଘୋଷିତ ମାର୍ଚ୍ଚ ୨୦୨୬ ର ବ୍ୟାଙ୍କ ଛୁଟିଦିନ କ୍ୟାଲେଣ୍ଡର୍ ଅନୁଯାୟୀ, ଏହି ମାସଟିରେ କୁଳ ୧୭ ଦିନ ରେ ବ୍ୟାଙ୍କ ବନ୍ଦ ଏକପ୍ରକାର ରହିବା ନିଶ୍ଚିତ ବୋଲି ଆକଳନ କରାଯାଉଛି |
ଦେଖନ୍ତୁ କେଉଁ ଦିନ ଛୁଟିପଡୁଛି :>
• ୧୭ ମାର୍ଚ୍ଚ ୨୦୨୬ (ମଙ୍ଗଳବାର) — Shab‑I‑Qadr ପାଳନ ନିମିତ୍ତରେ ବ୍ୟାଙ୍କ ଶାଖା ଖାଳି ରହିବେ, ବିଶେଷକରି ଜମ୍ମୁ ଏବଂ ଶ୍ରୀନଗର ଅଞ୍ଚଳରେ। ଆଉ ଅନ୍ୟ ରାଜ୍ୟରେ ପ୍ରାୟ ଛୁଟି ପାଳନ କରାଯିବ |
ଦୟାକରି ଧ୍ୟାନ ଦେବେ -ସମସ୍ତ ରାଜ୍ୟରେ ସମାନ ଭାବରେ ନ ହୋଇପାରେ କିନ୍ତୁକିଛି ରାଜ୍ୟ ଓ ସ୍ଥାନୀୟ ଅନୁଷ୍ଠାନ ଗୁଡିକ ଅନୁସାରେ ବ୍ୟାଙ୍କ ଶାଖା ବନ୍ଦ ହେବାର ସୂଚନା ମିଳିପାରେ |
ସକ୍ଷପରେ କୁହାଯାଉଛି :
RBI ନିୟମଅନୁସାରେ ଛୁଟିଦିନ ଲିଷ୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୬ ମାସରେ ୧୭ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ତେଣୁ ବ୍ୟାଙ୍କ ରେ ଥିବା ବାକି କାମ ଗୁଡିକୁ ସାରି ଦିଅନ୍ତୁ ନଚେତ ହଇରାଣ ହେବେ ପୁଣି ମାର୍ଚ୍ଚ ମାସ ପ୍ରତି ବର୍ଷ ର ସରକାରୀ ମାସ ପଡୁଥିବାରୁ ବହୁତ କିଛି ସରକାରୀ କାମ ଥାଏ ତା ଉପରେ ପୁଣି ବହୁ ଦିନ ବ୍ୟାଙ୍କ ବନ୍ଦ ରହୁଛି ତେଣୁ କାମ ଗୁଡିକୁ ସାରିବାକୁ RBI ର ଗାଇଡ଼ ଲାଇନ ମାନିବାକୁ ନିର୍ଦେଶ |
ଆପଣ ବ୍ୟାଙ୍କ କାମରେ ପ୍ରସ୍ତୁତ ହେବା ପୂର୍ବରୁ ନିଜ ନିକଟ ବ୍ୟାଙ୍କ ଶାଖାର holiday schedule ଚେକ କରିନିଅନ୍ତୁ — କାରଣ state‑wise ତାଲିକା ଭିନ୍ନ ହୋଇପାରେ। ଆପଣଙ୍କ କାର୍ଯ୍ୟ ଆହୁରି ସହଜ ହୋଇପାରିବ |
Disclaimer :
ଏହି ସୂଚନା ସୂଚନାମୂଳକ ଉଦ୍ଦେଶ୍ୟ ପାଇଁ। ସଠିକତା ପାଇଁ ଦାୟିତ୍ୱ ନାହିଁ।
Comments
Post a Comment