ବିଶ୍ୱରେ ବଢ଼ୁଅଛି ଯୁଦ୍ଧର ଆଶଙ୍କା ଆଉ ଏହାକୁ ନେଇ ଦେଖନ୍ତୁ କେଉଁଠି କେଉଁଠି ଚାଲିଛି ? Odia Sarakari Update
#WorldWar#RussiaUkraineWar#IsraelHamasWar#InternationalNews#
#OilPriceImpact
01/03/2026
-ବର୍ତ୍ତମାନ ସମୟରେ ବିଶ୍ୱର ଅନେକ ଦେଶରେ ଯୁଦ୍ଧ ଓ ହିଂସାତ୍ମକ ସଂଘର୍ଷ ଚାଲିଥିବାରୁ ଏହାର ପ୍ରଭାବ କେବଳ ସେହି ଦେଶମାନଙ୍କର ନୁହେଁ ବରଂ ସାରା ସମଗ୍ର ବିଶ୍ୱ ଅର୍ଥନୀତି ଓ ରାଜନୈତିକ ପରିସ୍ଥିତିକୁ ପ୍ରଭାବିତ କରୁଛି।
(ରୁଷ-ଉକ୍ରେନ୍ ଯୁଦ୍ଧ)
Russia ଓ Ukraine ମଧ୍ୟରେ 2022 ରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ମଧ୍ୟ ଚାଲିଛି ତାହା ଶୃଙ୍ଖଳା ପରିସ୍ଥିତି ବାଟକୁ ଆସୁନାହିଁ । ଉକ୍ରେନର ବିଭିନ୍ନ ଅଞ୍ଚଳରେ ମିସାଇଲ୍ ଆକ୍ରମଣ ଓ ସେନା ମୁକାବିଲା ଚାଲିଥିବା ସୂଚନା ମିଳୁଛି। ପଶ୍ଚିମ ଗୁଡିକ ଦେଶମାନେ ଉକ୍ରେନକୁ ସାମରିକ ସହଯୋଗ ଯୋଗାଇ ଆସୁଛନ୍ତି।
(ଇସ୍ରାଏଲ୍-ହାମାସ୍ ସଂଘର୍ଷ)
Israel ଓ ଗାଜା ଆଧାରିତ ସଂଗଠନ Hamas ମଧ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ରହିଛି। ଗାଜା ପଟ୍ଟିରେ ବିମାନ ଆକ୍ରମଣ ଓ ରକେଟ୍ ମରା ଘଟଣାରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି। ମାନବିକ ସଙ୍କଟ ମଧ୍ୟ ଗଭୀର ଅବପାତ ହେଉଛି।
(ସୁଡାନର ଗୃହଯୁଦ୍ଧ)
Sudan ରେ ସେନା ଓ ଅର୍ଦ୍ଧସାମରିକ ବଳ ମଧ୍ୟରେ ଗୃହଯୁଦ୍ଧ ଚାଲିଛି। ଏହି ସଂଘର୍ଷରେ ହଜାର ହଜାର ଲୋକ ଚାଲିଗଲେ ଓ ଲକ୍ଷେ ଲକ୍ଷ ଲୋକ ଘରଛାଡି ଦେଇ ସାରିଲିଣି ।
(ବିଶ୍ୱ ଉପରେ ପ୍ରଭାବ)
ଏହି ସମସ୍ତ ଯୁଦ୍ଧ ପରିସ୍ଥିତିର ପ୍ରଭାବ ତେଲ ଦର, ଖାଦ୍ୟ ଦର ଓ ଆନ୍ତର୍ଜାତୀୟ ବ୍ୟବସାୟ ଉପରେ ପ୍ରଭାବ ପଡ଼ୁଛି। ବିଶେଷକରି ମଧ୍ୟପ୍ରାଚ୍ୟର
ଅସ୍ଥିରତା ତେଲ ମୂଲ୍ୟ ବୃଦ୍ଧିର ଆଶଙ୍କା ମଧ୍ୟ ବଢ଼ାଇଛି।
ଆଗାମୀ ଦିନ ରେ ଏହି ସବୁ ଆଲୋଚନା ହୋଇପାରେ?
ବିଶ୍ୱ ନେତାମାନେ ଶାନ୍ତି ଆଲୋଚନା ଓ ରାଜନୈତିକ ସମାଧାନ ପାଇଁ ପ୍ରୟାସ ଚାଲୁ ରଖିଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରେ ଦେଖିବାକୁଗଲେଏହା ଶିଘ୍ର ଶେଷ ହେବ କି ନାହିଁ, ତାହା ଉପରେ ସନ୍ଦେହ ସୃଷ୍ଟି ହେଉଛି ।
disclaimer : ଏହି ଖବର ବିଭିନ୍ନ ମାଧ୍ୟମ ଓ ଉପଲବ୍ଧ ସୂଚନା ଆଧାରରେ ପ୍ରସ୍ତୁତ। ପରିସ୍ଥିତି ସମୟ ସହିତ ପରିବର୍ତ୍ତନଶୀଳ ହୋଇପାରେ। ଅଧିକ ତଥ୍ୟ ପାଇଁ ଅଧିକାରିକ ସୂତ୍ରକୁ ଅନୁସରଣ କରନ୍ତୁ।
Comments
Post a Comment