ଭାରତୀୟ ସେୟାର ବଜାର ହ୍ରାସ Odia Sarakari Update

#ଶେୟାର_ମାର୍କେଟ_ହ୍ରାସ#Sensex#StockMarketCrash #IndiaMarkets#InvestorAlert 02/03/2026 ଇରାନ-ଆମେରିକା ଯୁଦ୍ଧ ପ୍ରଭାବରେ ସେନସେକ୍ସ ୨୭୦୦ ପଏଣ୍ଟ ହ୍ରାସ! ବଜାର ଖୋଲିବା ସହିତ ଭାରତୀୟ ନିବେଶକଙ୍କ ହୃଦୟ ବିଗଡ଼ିଗଲା। ସତର୍କ ରୁହନ୍ତୁ, ବଜାର ଅସ୍ଥିର ଅଛି। ମଧ୍ୟ ପୂର୍ବରେ ଯୁଦ୍ଧ ଯୋଗୁ ତେଲ ମୂଲ୍ୟ ବୃଦ୍ଧି ହେବା ଶୁଣି ଭୟ ଲାଗୁଚି ଆଉ ତାହା ସାରା ବିଶ୍ୱରେ ଭୟରେ ବାତାବରଣ ସୃଷ୍ଟି ହେଉଛି। ଏଥିଯୋଗୁଁ sensex ଭାଗ 800-1000 ଓ nifty 25000 ତଳକୁ ଗଲାଣି । ଭୂଗୋଳିକ ଅସ୍ଥିରତା ଓ ତେଲ ମୂଲ୍ୟ ବୃଦ୍ଧି: ମଧ୍ୟ ପୂର୍ବର ଅସ୍ଥିରତାର ଫଳରେ ତେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି, ଯାହା ଭାରତ ସହ ପୂର୍ବ ଦେଶ ନିଶ୍ଚିତ ଭାବରେ ଆବଶ୍ୟକ ପୂର୍ବ ତେଲ ନିର୍ଭର। ବିଦେଶୀ ନିବେଶକ ନିଷ୍କାସନ (FII selling):ବିଦେଶୀ ନିବେଶକ (Foreign Institutional Investors) ଭାରତ ସେୟର ବଜାରରୁ ଶେୟର ବିକ୍ରୟ କରୁଛନ୍ତି, ଯାହାର ଫଳରେ ଶେୟର ପାଇଁ ଚାହିଦା କମିଛି। ଶେୟର ବଜାରର ସ୍ଥିତି:-Sensex ଓ Nifty ଦୁହିଁ ଲାଲ ଅଙ୍କରେ ତଳକୁ ଖସୁଛି । ବଜାରରେ ଅନେକ ସେୟରର ମୂଲ୍ୟ ହ୍ରାସ ଘଟୁଛି, ଯାହା-ବିନିଯୋଗକାରୀଙ୍କର ଆତ୍ମ‑ବିଶ୍ୱାସକୁ କମାଇଛି। share market ର ସ୍ଥିରତା ଏବେ କିଛି କହିହେବନାହିଁ : ସାରାଂଶ:-ଭାରତୀୟ ଶେୟର ବଜାର ଏବେ ବଡ଼ ପରିମାଣରେ ହ୍ରାସ ପାଇଛି। 🔹 ଏହାର ପଛରେ ଗ୍ଲୋବାଲ ଭୟ, ତେଲ ମୂଲ୍ୟ ବୃଦ୍ଧି, FII ବିକ୍ରୟ ଓ ଅନ୍ୟାନ୍ୟ ଅନିଶ୍ଚିତତା ଅଛି। 🔹 ବଜାର ଅସ୍ଥିର ଥିବାକୁ ନିଜର ନିବେଶକାରୀଙ୍କୁ ଧୈର୍ଯ୍ୟ ଓ ଯୋଜନାବଦ୍ଧ ରୂପେ ବିନିଯୋଗ କରିବା ପରାମର୍ଶ ମିଳୁଛି। Disclaimer : ଏହି ଲେଖାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ସାମାନ୍ୟ ସୂଚନା ପାଇଁ ଅଟକାଯାଇଛି। ଏହାର ଆଧାରରେ ଆପଣ କୌଣସି ନିବେଶ ସହିଁପ୍ତ ନେବା ଉଚିତ୍ ନୁହେଁ। ନିବେଶ କରିବା ପୂର୍ବରୁ ଦୟାକରି ଏକ ପ୍ରମାଣିତ ଆର୍ଥିକ ବିଶେଷଜ୍ଞ ସହାୟତା ନିଅନ୍ତୁ।

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update